Wednesday , June 23 2021
Breaking News
Home / ବିଶେଷ / ସିଦ୍ଧ ସ୍ୱାମିଜୀଙ୍କ ସ୍ମୃତି ଦିବସ ପାଳିତ

ସିଦ୍ଧ ସ୍ୱାମିଜୀଙ୍କ ସ୍ମୃତି ଦିବସ ପାଳିତ

ରଘୁନାଥପୁର,୯/୦୨/୨୦୨୧ (ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ସିଦ୍ଧ ପରିବାର ପକ୍ଷରୁ ଉତରକୂଳ,ମୁଗୁରିଆ ସିଦ୍ଧ ସେବା କେନ୍ଦ୍ରର ଆୟୋଜନରେ ସର୍ବେପ୍ରଥମେ ସିଦ୍ଧ ବାବାଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଅନୁଷ୍ଠିତ ସ୍ମୃତି ସଭାରେ ଜଗତସିଂହପୁର ସିଦ୍ଧ ପରିବାର ସଭାପତି ନିରଞ୍ଜନ ପଣ୍ଡା, ଇଣ୍ଡକ୍ଟର ଯଦୁନାଥ ଜେନା, ନିରଞ୍ଜନ ନାୟକ, ଗୁରୁଚରଣ ମହାପାତ୍ର, ଧନେଶ୍ୱର ଦାସ, ଅଜୟ ବେହେରା ପ୍ରମୁଖ ଯୋଗଦେଇ ସିଦ୍ଧ ସ୍ୱାମୀ ହରିଦାସଙ୍କର ପ୍ରବର୍ତୀତ ସିଦ୍ଧି ମାର୍ଗ ଉପରେ ଆଲୋଚନା କରିଥିଲେ । ଏହି ସଭାରେ ମହେନ୍ଦ୍ରନାଥ ମହାନ୍ତି, ଜୟଇରାମ ସାମଲ, ଖଗେଶ୍ୱର ବେହେରା, ସଙ୍କର ଜେଠୀ, ବିରବର ନାୟକ, ଆର୍ତତ୍ରାଣ ଖଟୁଆ, ଧ୍ରୁବ ଦଳାଇ, ଧରଣିଧର ବେହେରା, ଶଶି ଭୁଷଣ ମହାନ୍ତି, ଭାରତୀ ବେହେରା, ରତ୍ନମଞ୍ଜରି ମହାନ୍ତି, ନିରୁପମା ନାୟକ, ଅଶୋକ ସାହୁ, ସୁଦାମ ନାୟକ, ବିପିନ ଦାସ ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ପ୍ରେମାନନ୍ଦ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ବିରମିତ୍ରପୁର ଏନ.ଏ.ସି.ରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସର ନେଇଥିବା  ପ୍ରେମାନନ୍ଦ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ …

Leave a Reply

Your email address will not be published. Required fields are marked *