Thursday , June 17 2021
Breaking News
Home / ରାଜନୀତି / ସାହିତ୍ୟିକ, ସାହିତ୍ୟିକାମାନଙ୍କୁ ମାସିକ ଭତା ଦାବି

ସାହିତ୍ୟିକ, ସାହିତ୍ୟିକାମାନଙ୍କୁ ମାସିକ ଭତା ଦାବି

ଭୁବନେଶ୍ୱର , ୦୬/୦୮/୨୦୧୯(ଓଡ଼ିଶା ସମାଚାର)- ଓଡ଼ିଆ ସାହିତ୍ୟିକ, ସାହିତ୍ୟିକାମାନଙ୍କୁ ମାସିକ ଅତି କମ୍ରେ ଏକ ହଜାର ଟଙ୍କା ସମ୍ମାନସୂଚକ ଭତା ଦେବାକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି (ଆଇ.ସି.ପି.)ର ସଭାପତି ରମେଶ ଚନ୍ଦ୍ର ରାଉତ ଏକ ବିବୃତିରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ 

ତାରପୁର, ୧୧/୦୬/୨୦୨୧(ଓଡ଼ିଶା ସମାଚାର)- କରୋନା ମହାମାରୀ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଥିବା ବେଳେ ସରକାର ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ପ୍ରତିଦିନ …

Leave a Reply

Your email address will not be published. Required fields are marked *