Monday , June 21 2021
Breaking News
Home / ରାଜନୀତି / ସାଲେପୁର ରେ ବିଜେପି ପକ୍ଷରୁ ଗଣଧାରଣା

ସାଲେପୁର ରେ ବିଜେପି ପକ୍ଷରୁ ଗଣଧାରଣା

ସାଲେପୁର,୦୩/୦୨/୨୦୨୧(ଓଡ଼ିଶା ସମାଚାର/ଅଭୟ ଜେନା):ସାଲେପୁର ବ୍ଲକ ର ମାଳ ପଂଚାୟତ ର ବିଭିନ୍ନ ପ୍ରକଳ୍ପ ର  ଶୁଭ ଶିଳାନ୍ୟାଶ  ଉଦ୍ଘାଟନୀ କାର୍ଯ୍ୟକ୍ରମ ଓ ବନ୍ଧୁ ମିଳନ ଉତ୍ସବ ପାଳନ  ଅବସରରେ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇଥିବାରୁ ମାହଙ୍ଗା ଡବଲ ମର୍ଡର ଘଟଣା ରେ ମନ୍ତ୍ରୀ ଶ୍ରୀ ଜେନା ଙ୍କୁ ବହିଷ୍କାର ଓ ସରକାରୀ କାର୍ଯ୍ୟକ୍ରମ ରୁ ଦୁରେଇ ରଖି ତଦନ୍ତ ପରିସର କୁ ଆଣିବା ପାଇଁ ଏହି କାର୍ଯ୍ୟକ୍ରମ କୁ ବିରୋଧ କରି ଆଜି ସାଲେପୁର ଥାନା ସମ୍ମୁଖ ରେ ବିଜେପି ପକ୍ଷରୁ କଳାବ୍ୟାଚ ଧାରଣ କରି ନିରବ ଧାରଣା ଦିଆଯାଇଛି। ଓଡ଼ିଶା ସମାଚାର

About admin

Check Also

ଋାହୁଳ ଙ୍କ ଜନ୍ମ ଦିନରେ ମାସ୍କ ବଂଟନ 

ଗରଦପୁର, ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ପାଟକୁରା କଂଗ୍ରେସ ପକ୍ଷରୁ କଂଗ୍ରେସର ପ୍ରାକ୍ତନ ସଭାପତି ରାହୁଳ ଗାନ୍ଧିଙ୍କ ୫୧ତମ ଜନ୍ମ ତିଥି ଆଜି ପାଳନ …

Leave a Reply

Your email address will not be published. Required fields are marked *