Monday , June 21 2021
Breaking News
Home / ବିଶେଷ / ସାଲେପୁର ବିଦ୍ୟୁତ ଡିଭିଜନ ରେ ଟାଟା ପାୱାର ପକ୍ଷରୁ ରେକର୍ଡ ପରିମାଣ ର ବିଦ୍ୟୁତ ବିଲ୍ ଆଦାୟ

ସାଲେପୁର ବିଦ୍ୟୁତ ଡିଭିଜନ ରେ ଟାଟା ପାୱାର ପକ୍ଷରୁ ରେକର୍ଡ ପରିମାଣ ର ବିଦ୍ୟୁତ ବିଲ୍ ଆଦାୟ

ସାଲେପୁର,୧୯/୩/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ସାଲେପୁର ବିଦ୍ୟୁତ ଡିଭିଜନ ଅଧିନ ନିଶ୍ଚିନ୍ତକୋଇଲି ବିଦ୍ୟୁତ ଉପଖଣ୍ଡ ଓରିକଣ୍ଟା ସେକ୍ସନ ପକ୍ଷରୁ ଗୋପିନାଥପୁର କ୍ୟାମ୍ପ୍ ଅନ୍ତର୍ଗତ ଜନାର୍ଦ୍ଦନପୁର ଗ୍ରାମରେ ଘରକୁ ଘର ବୁଲି ବକେୟା ବିଦ୍ୟୁତ୍ ବିଲ୍ ଆଦାୟ କରାଯାଇଛି। ଏହି କାର୍ୟ୍ୟକ୍ରମରେ ବିଭାଗିୟ ଅଧିକାରୀ ଓ କର୍ମଚାରୀ ମାନେ ଘରକୁ ଘର ବୁଲି ବକେୟା ବିଦ୍ୟୁତ୍ ବିଲ୍ ଆଦାୟ କରିଥିଲେ। ଏହି କାର୍ୟ୍ୟକ୍ରମରେ ଓରିକଣ୍ଟା କନିଷ୍ଠ ଯନ୍ତ୍ରୀ ଦିଗମ୍ବର ମଲ ଓ ଗୋପିନାଥପୁର ର ଲାଇନ୍ ମ୍ୟାନ୍ ଜ୍ଞାନରଞ୍ଜନ ବେହେରା ଙ୍କ ପ୍ରତ୍ୟକ୍ଷ ପରିଚାଳନା ରେ ବିଶ୍ଵ ସୁନ୍ଦର ସାହୁ, ଦେବାଶିଷ ଷଢଙ୍ଗୀ, ଅଚ୍ୟୁତାନନ୍ଦ ମଲ, ସୁବାସ ନାୟକ ,ସରୋଜ ସେଠି, ଦେବାଶିଷ ବାରିକ, ମନୋରଞ୍ଜନ ପ୍ରଧାନ,ରାଜିବ କୁମାର ପରିଡ଼ା ପ୍ରମୁଖ ୩.୫୬.୦୦୦ ଟଙ୍କା ଆଦାୟ କରିଥିଲେ। ସାଲେପୁର ଡିଭିଜନ ମ୍ୟାନେଜର ଇଂ ପବିତ୍ର କୁମାର ଜେନା ଉପସ୍ଥିତ ରହି ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଓଡିଶା ସମାଚାର

About admin

Check Also

କନ୍ଧମାଳ : କରୋନା ଛୁଇଁ ପାରିନି  ଗୁମାଗଡ଼ ପଞ୍ଚାୟତକୁ

  କନ୍ଧମାଳ,୨୦/୦୬/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ ଏବେ ରାଜ୍ୟର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ସବୁଠି କାୟା …

Leave a Reply

Your email address will not be published. Required fields are marked *