Thursday , June 17 2021
Breaking News
Home / ବିଶେଷ / ସାଲେପୁର ପଂଚାୟତ ସମିତି  ବୈଠକ ଅନୁଷ୍ଠିତ 

ସାଲେପୁର ପଂଚାୟତ ସମିତି  ବୈଠକ ଅନୁଷ୍ଠିତ 

 ସାଲେପୁର, ୩୦/୦୮/୨୦୧୯ (ଓଡିଶା ସମାଚାର /ଅଭୟ ଜେନା ) :ସାଲେପୁର ପଂଚାୟତ ସମିତି ର  ସପ୍ତମ ବୈଠକ ଗୁରୁବାର  ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ, ସମିତି ଅଧକ୍ଷା   ମମତା ରାଉତ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ରେ ଉପାଧ୍ୟକ୍ଷ ରମେଶ ଜେନା ଜିଲାପରିଷଦ ସଭ୍ୟ ଚିତ ରଂଜନ ମହାନ୍ତି ଓ ବିଡ଼ିଓ କିଶୋର କୁମାର ପଣ୍ଡା ବୈଠକରେ  ଯୋଗ ଦେଇଥିଲେ  । ଉପସ୍ଥିତ ସରପଂଚ ଓ ସମିତିସଭ୍ୟ ମାନେ ସେମାନଙ୍କର ନିଜ ଅଂଚଳ ର ସମସ୍ୟା ଉପସ୍ଥାପନ କରିଥଲେ. ଫନି ବାତ୍ୟା ରେ କ୍ଷତିଗ୍ରସ୍ତ ଚୟନ, ବିଭିନ୍ନ ଉନୟନ କାର୍ଯ୍ୟ ରେ ଦୁର୍ନୀତି ସମ୍ପର୍କରେ ଆଲେଚନା ବେଳେ ବିରୋଧୀ ସଦସ୍ୟ ମାନେ ପ୍ରବଳ ପାଟିତୁଣ୍ଡ କରିଥିଲେ. । ଏହି ବୈଠକ ରେ ଜିଲାପରିଷଦ ସଭ୍ୟ ଅଶୋକ କୁମାର ଭୂୟାଁ , ପ୍ରାକ୍ତନ ଉପାଧ୍ୟକ୍ଷ ଦିଲ୍ଲୀପ ଦାଶ ବିଭିନ୍ନ ବିଭାଗୀୟ ଅଧିକାର ମାନେ ଯୋଗ ଦେଇଥିଲେ. । ଓଡିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *