Wednesday , June 16 2021
Breaking News
Home / ବିଶେଷ / ସାଲେପୁର ଓ ଟାଙ୍ଗୀ ବ୍ଲକରେ ଶିଳ୍ପାଂଚଳ ପ୍ରତିଷ୍ଠା

ସାଲେପୁର ଓ ଟାଙ୍ଗୀ ବ୍ଲକରେ ଶିଳ୍ପାଂଚଳ ପ୍ରତିଷ୍ଠା

ଭୁବନେଶ୍ୱର,୨୬/୦୭/୨୦୧୯(ଓଡ଼ିଶା ସମାଚାର)-ଇଡକୋ ଦ୍ୱାରା ସାଲେପୁର ଟାଙ୍ଗୀ ବ୍ଲକରେ ଦୁଇଗୋଟି ଶିଳ୍ପାଂଚଳ ଯଥା- ଚୌଦ୍ୱାର ଶିଳ୍ପାଂଚଳରେ ୪୧୧.୯୯୦ ଏକର ଓ ଜଗତପୁର ନିୟୁ ଶିଳ୍ପାଂଚଳରେ ୩୪୩.୧୯୦ ଏକର ଶିଳ୍ପାଂଚଳ ପ୍ରତିଷ୍ଠା କରାଯାଇଛି । ଚୌଦ୍ୱାର ଶିଳ୍ପାଂଚଳରେ ୧୧୨ଗୋଟି ଶିଳ୍ପ ସଂସ୍ଥାକୁ ୧୯୫.୭୩୭ ଏକର ଓ ଜଗତ୍ପୁର ନିୟୁ ଶିଳ୍ପାଂଚଳରେ ୬୨୦ ଗୋଟି ଶିଳ୍ପସଂସ୍ଥାକୁ ୨୪୦.୦୩୪ ଏକର ଜମି ଶିଳ୍ପ ପ୍ରତିଷ୍ଠା ପାଇଁ ଯୋଗାଇ ଦିଆଯାଇଛି ବୋଲି ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରାଙ୍କ ବିଧାନସଭାରେ ଆଗତ ଲିଖିତ ପ୍ରଶ୍ନ ସଂଖ୍ୟା ୨୨୨୨ ରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଉତର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲା ସ୍ତରୀୟ ଲୋକ କଳା ଦିବସ ପାଳିତ

କରୋନା ସଚେତନତା ବାର୍ତା ବାଂଟିଲେ କଳାକାର କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୧୪ କୁ ଲୋକକଳା …

Leave a Reply

Your email address will not be published. Required fields are marked *