Thursday , June 17 2021
Home / ତାଜା ଖବର / ସାଲେପୁରରେ ଦୁଇବାଇକ ମୁହାଁମୁହିଁ ଜଣେଗୁରୁତର

ସାଲେପୁରରେ ଦୁଇବାଇକ ମୁହାଁମୁହିଁ ଜଣେଗୁରୁତର

ସାଲେପୁର,୦୩/୦୪/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ସାଲେପୁରବ୍ଲକ ପିକୋଳ ପଂଚାୟତ ସିମଳପଡା ପୋଲ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ହୋଣ୍ଡାସାଇନ ଗାଡି ରେ ରମେଶସାହୁ ଘର ଚଢେଇଧରା ସିଏ ଶ୍ୱଶୁରଘର ସାରଦା ଅଲିପୁର ଆସି ଫେରୁଥିବା ସମୟରେ ଏକ ଗ୍ଲାମର ଗାଡି ଧକା ଦେଇଥିଲା, ଧକାଦେଇଗାଡି ଚାଳକ ଘଟଣାସ୍ଥରରେ ଗାଡିଛାଡି ଫେରାର ହେଇଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ସାଲେପୁର ପୋଲିସ ପହଁଚି ଅନୁସନ୍ଧାନ ଚଳେଇ ଗାଡି ଦୁଇଟିକୁ ଜବତକରିଛନ୍ତି।ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *