Sunday , June 13 2021
Breaking News
Home / ବିଶେଷ / ସାମ୍ବାଦିକଙ୍କୁ ଗାଳି କରିଥିବା ଇନ୍ସପେକ୍ଟରଙ୍କୁ ବଦଳି

ସାମ୍ବାଦିକଙ୍କୁ ଗାଳି କରିଥିବା ଇନ୍ସପେକ୍ଟରଙ୍କୁ ବଦଳି

ବାଲିଗୁଡା, ୨୩/୦୫/୨୦୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀର ଜୈନକ ସାମ୍ବାଦିକଙ୍କୁ ଗାଳି କରିଥିବା ଇନ୍ସପେକ୍ଟର ଦୀପକ କୁମାର ସାମନ୍ତ ସିଂହାର ଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରି କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ.ବିନୀତ ଅଗ୍ରୱାଲଙ୍କୁ ବିଭିନ୍ନ ସ୍ଥାନରୁ ଦିଆଯାଇଥିବା ଉକ୍ତ ଦାବି ପତ୍ର କୁ ଭିତ୍ତି କରି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଇନ୍ସପେକ୍ଟର ଶ୍ରୀ ସାମନ୍ତ ସିଂହାର ଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟ ରିଜର୍ଭ କୁ ବଦଳି କରିବା ସହ ଏହାର ତଦନ୍ତ ପାଇଁ ଡିଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକଙ୍କୁ ଦାୟୀତ୍ୱ ଦେଇଥିବା ଜଣାପଡ଼ିଛି। ପ୍ରାଥମିକ ସ୍ତରରେ ଏସପି ଙ୍କ ଏହି କାର୍ୟ୍ୟ ପାଇଁ ସଂଘ ପକ୍ଷ ରୁ ଧନ୍ୟବାଦ ସହ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *