Wednesday , June 23 2021
Breaking News
Home / ବିଶେଷ / ସାଧୁସନ୍ଥ ଙ୍କ ବିରୋଧ ଯୋଗୁ ବଡ ଆଖେଡା ମଠ ଭଙ୍ଗା ବର୍ତମାନ ପାଇଁ ବନ୍ଦ୍

ସାଧୁସନ୍ଥ ଙ୍କ ବିରୋଧ ଯୋଗୁ ବଡ ଆଖେଡା ମଠ ଭଙ୍ଗା ବର୍ତମାନ ପାଇଁ ବନ୍ଦ୍

ପୁରୀ, ୦୪/୦୯/୨୦୧୯(ଓଡ଼ିଶା ସମାଚାର)- ସାଧୁସନ୍ଥ ଙ୍କ ବିରୋଧ ଯୋଗୁ ବଡ ଆଖେଡା ମଠ ଭଙ୍ଗା କାର୍ୟ୍ୟ ବର୍ତମାନ ପାଇଁ ବନ୍ଦ ରଖାଯାଇଛି । ବଡ ଆଖେଡା ମଠକୁ ପୋଲିସ୍ କର୍ଡ଼ନ ମଧ୍ୟରେ ରଖାଯାଇଥିବାବେଳେ ଗତକାଲି ମଠାଧିଶ ଙ୍କ ସହିତ ଜିଲାପାଳଙ୍କର ଆଲୋଚନା ହୋଇଥିଲା । ଆଜି ମଧ୍ୟ ବିଧାୟକଙ୍କ ନେତୃତ୍ୱରେ ସର୍ବଦଳିୟ କମିଟି ଜିଲାପାଳଙ୍କୁ ଭେଟି ଆଲୋଚନା କରିବାର କର୍ୟ୍ୟକ୍ରମ ରହିଥିବା ଜିଲାପାଳ ବଲୱନ୍ତ ସିଂ ଙ୍କ ଠାରୁ ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ପ୍ରେମାନନ୍ଦ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ବିରମିତ୍ରପୁର ଏନ.ଏ.ସି.ରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସର ନେଇଥିବା  ପ୍ରେମାନନ୍ଦ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ …

Leave a Reply

Your email address will not be published. Required fields are marked *