Wednesday , June 23 2021
Breaking News
Home / ବିଶେଷ / ସାଧୁତାର ପରିଚୟ: ହଜାଇ ଥିବା ଟଙ୍କା ଫେରି ପାଇଲେ ଯୁବକ

ସାଧୁତାର ପରିଚୟ: ହଜାଇ ଥିବା ଟଙ୍କା ଫେରି ପାଇଲେ ଯୁବକ

ପାରାଦୀପ ୨୭/୦୨/୨୦୨୧(ଓଡ଼ିଶା ସମାଚାର)- ଗତ ଫେବୃଆରୀ ୧୬ତାରିଖରେ ପାରାଦୀପର ବିଜୟଚନ୍ଦ୍ରପୁର ଠାରେ ଥିବା ଇଏସଆଇ ହସ୍ପିଟାଲ ନିକଟରୁ ବଜାଜ ଆଲିଅଞ୍ଜ ଜୀବନ ବୀମା କମ୍ପାନୀର ପାରାଦୀପ ଶାଖା ପରିଚାଳକ ରବିନ୍ଦ୍ର କୁମାର ସାହୁ ୭ହଜାର ଟଙ୍କା ପାଇଥିଲେ ଏବଂ ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ । ଏହି ଖବର ପାଇ ଟଙ୍କା ହଜାଇ ଥିବା ଯୁବକ ଜଗତସିଂହପୁର ଜିଲ୍ଲାର ଏରସମା ଥାନା ଅନ୍ତର୍ଗତ ମଦବେଲାରୀ ଗ୍ରାମର ସତ୍ୟନନ୍ଦ ସ୍ୱାଇଁଙ୍କୁ ଫେରାଇ ଦେଇଛନ୍ତି । ସେଥିପାଇଁ ଶ୍ରୀଯୁକ୍ତ ସାହୁଙ୍କୁ ସାଧାରଣରେ ଶୁଭେଚ୍ଛା ଓ ସାଧୁବାଦ ଜଣାଇଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ପ୍ରେମାନନ୍ଦ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ବିରମିତ୍ରପୁର ଏନ.ଏ.ସି.ରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସର ନେଇଥିବା  ପ୍ରେମାନନ୍ଦ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ …

Leave a Reply

Your email address will not be published. Required fields are marked *