Sunday , June 20 2021
Home / ବିଶେଷ / ସାଇ ବିଗ୍ରହ ପ୍ରତିଷ୍ଠା 

ସାଇ ବିଗ୍ରହ ପ୍ରତିଷ୍ଠା 

ଗରଦପୁର, ୨୮/୦୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତ ର ଭାତପଡ଼ାସ୍ଥିତ ପୂଜାମଣ୍ଡପରେ ଆଜି ସାଇ ବାବା ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ହୋଇଅଛି । ଏହି ଉପଲକ୍ଷେ ପୂଜା ଉତ୍ସବରେ  ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ବିଗ୍ରହ ପ୍ରତିଷ୍ଠା ସହିତ ହୋମ ଯଜ୍ଞ , ଘୃତାହୂତି  ଓ ପୁଷ୍ପାଂଜଳୀ ଦିଆଯାଇଥିଲା । ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।  ଏଥିରେ ଗ୍ରାମବାସୀଙ୍କ ସମେତ ସାଇ ପରିବାରର ଶ୍ରଦ୍ଧାଳୁମାନେ ସାମିଲ ହୋଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *