Wednesday , June 16 2021
Breaking News
Home / ବିଶେଷ / ସାଂସଦ ଅପରାଜିତାଙ୍କ ୱାର୍ଡ଼ ପରିକ୍ରମା

ସାଂସଦ ଅପରାଜିତାଙ୍କ ୱାର୍ଡ଼ ପରିକ୍ରମା

ଭୁବନେଶ୍ୱର, ୨୮/୧୨/୨୦୨୦ (ଓଡ଼ିଶା ସମାଚାର)- ୱାର୍ଡ଼ ନଂ-୫୭, ପାଣ୍ଡବ ନଗର    ବରଗଡ଼ ବି୍ରଟ କଲୋନୀରେ ମାନସ ଦାସ ଓ ବିନ୍ଦୁ ବଳିଆରସିଂଙ୍କ ସହଯୋଗରେ ସୁଜିତ ଜେନା, ଦେବାଶିଷ ନାୟକଙ୍କ ନେତୃତ୍ୱରେ ସାଂସଦ ଅପରାଜିତ ଷଡ଼ଙ୍ଗୀ ୱାର୍ଡ଼ ପରିକ୍ରମା କରିଥିଲେ । ଏଥି ସହିତ ୱାର୍ଡ଼ର  ବିଭିନ୍ନ ସମସ୍ୟା ବୁଝିବା ସହିତ ପୋଷ୍ଟ ଅଫିସ୍ ଗୃହ ନିର୍ମାଣ କରିବା, ଖେଳ ପଡ଼ିଆ, ଏସ୍.ସି/ଏସ୍ଟି ମହିଳା ଗ୍ରୁପ ତିଆରି କରିବା ସହ ମୁଖ୍ୟ ନଳା ପ୍ରଶସ୍ତି କରଣ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ୱାର୍ଡ଼ର ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି  ଓ ସଂଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଲେ । ଓଡ଼ିଶା ସମାଚାର

About admin

Check Also

ଜିଲା ସ୍ତରୀୟ ଲୋକ କଳା ଦିବସ ପାଳିତ

କରୋନା ସଚେତନତା ବାର୍ତା ବାଂଟିଲେ କଳାକାର କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୧୪ କୁ ଲୋକକଳା …

Leave a Reply

Your email address will not be published. Required fields are marked *