Thursday , August 5 2021
Breaking News
Home / ବିଶେଷ / ସର୍ଵଭାରତୀୟ ସଂଗଠନ ମହିଳାଶକ୍ତି ପକ୍ଷରୁ ବୟାଳିଶମୌଜ଼ାରେ ସେଵାକାର୍ଯ୍ୟ

ସର୍ଵଭାରତୀୟ ସଂଗଠନ ମହିଳାଶକ୍ତି ପକ୍ଷରୁ ବୟାଳିଶମୌଜ଼ାରେ ସେଵାକାର୍ଯ୍ୟ

କଟକ , ୨୯/୦୬/୨୦୨୧(ଓଡ଼ିଶା ସମାଚାର)-  ସର୍ଵଭାରତୀୟ ସଂଗଠନ ମହିଳାଶକ୍ତି କଟକ ଶାଖା ପକ୍ଷରୁ ସଭାପତି ଲିଙ୍ଗରାଜ ପତି ଓ ମହାସଚିବ ହୃଦାନନ୍ଦ ରାୟଙ୍କ ନେତୃତ୍ୱରେ କଟକ ସଦର ବୟାଳିଶମୌଜ଼ା ଉପକଣ୍ଠ ଝିଙ୍କିରିଆ,ମଣିବାଡ ଆଦି ବହୁ ଅଞ୍ଚଳରେ ୮୦ରୁ ଉର୍ଦ୍ଧ୍ବ ପରିବାରକୁ ନୋଜ ମାସ୍କ ଓ ସାନିଟାଇଜର ବଂଟନ କରାଯାଇଛି । କରୋନା ସମୟରେ ଏହି ସେବାକାର୍ଯ୍ୟରେ ମହିଳାଶକ୍ତିର ଦଶଜଣରୁ ଅଧିକ କାର୍ଯ୍ୟକର୍ତା ଉପସ୍ଥିତ ରହି ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *