Sunday , June 13 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ସମୀର ଟିଭିଏସ ପକ୍ଷରୁ ମେଗା ଲୋନ କମ ଏକ୍ସଚେଞ୍ଜ ମେଳା ଉଦଘାଟିତ

ସମୀର ଟିଭିଏସ ପକ୍ଷରୁ ମେଗା ଲୋନ କମ ଏକ୍ସଚେଞ୍ଜ ମେଳା ଉଦଘାଟିତ

କେନ୍ଦ୍ରାପଡା ୧୨/୦୯/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରର କେଶପୁର ବଜାରସ୍ଥିତ ସମୀର ଟିଭିଏସ ପକ୍ଷରୁ ଜିଲ୍ଲାରେ ପ୍ରଥମ ଥର ପାଇଁ ଏକ ମେଗା ଲୋନ କମ ଏକ୍ସଚେଞ୍ଜ ମେଳା ମଙ୍ଗଳବାର ସ୍ଥାନୀୟ ମହିପାଳସ୍ଥିତ ଟେଲିକମ ପଡିଆରେ ଉଦଘାଟିତ ହୋଇଯାଇଛି । ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଗା ଲୋନ କମ ଏକ୍ସଚେଞ୍ଜ ମେଳାକୁ ଫିତାକାଟି ଉଦଘାଟନ କରିବା ସହିତ ମେଳାର ପ୍ରଥମ ଗ୍ରାହକଙ୍କୁ ରାଡିୟନ ବାଇକର ଚାବି ହସ୍ତାନ୍ତର କରିଥିଲେ । ଏହି କାର୍ଯ୍ୟକ୍ରମରେ ସମୀର ଟିଭିଏସର ମୁଖ୍ୟ ସମୀର କୁମାର ଚାନ୍ଦଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ପ୍ରତ୍ୟେହ ସନ୍ଧ୍ୟାରେମେଳା ପଡିଆରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଟିତ ହେଉଥିବାର ଦେଖାଯାଇଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ଆଲୁମିନିୟମ ପକ୍ଷରୁ ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା

ଭୁବନେଶ୍ୱର,୧୭/୦୫/୨୦୨୧(ଓଡ଼ିଶା ସମାଚାର)-ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ …

Leave a Reply

Your email address will not be published. Required fields are marked *