Sunday , June 20 2021
Home / ବିଶେଷ / ସମାଜ ବିକାଶ ମିଶନ ଅପରିଚିତ ମାନସିକ ରୋଗୀକୁ ଚିକିତ୍ସା ନିମନ୍ତେ କଟକ ମେଡିକାଲରେ ଭର୍ତି କଲେ

ସମାଜ ବିକାଶ ମିଶନ ଅପରିଚିତ ମାନସିକ ରୋଗୀକୁ ଚିକିତ୍ସା ନିମନ୍ତେ କଟକ ମେଡିକାଲରେ ଭର୍ତି କଲେ

ରଘୁନାଥପୁର,୧୪/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ସ୍ୱେଚ୍ଛାସେବୀ ସଂଗଠନ ସମାଜ ବିକାଶ ମିଶନ ପକ୍ଷରୁ ବାଲିତୁଠ ତାଙ୍କର ଆମ୍ବୁଲାନ୍ସ ନେଇ ପହଂଚି ସେଠାରେ ଥିବା ଅପରିଚିତ ମାନସିକ ରୋଗୀକୁ ନେଇ କଟକ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତି କରିଛନ୍ତି । ବାଲିତୁଠ ଅଂଚଳର ଅଧ୍ୟାପିକା ସଞ୍ଜୁକ୍ତା ତ୍ରିପାଠୀ, ସ୍ନେହମୟୀ ଆଚାର୍ଯ୍ୟ, ରସ୍ମିତା ନାୟକ ସମାଜ ବିକାଶ ମିଶନକୁ ଏହି ଖବର ଦେଇଥିଲେ । ଖବର ପାଇ ସମାଜ ବିକାଶ ମିଶନ ସଂପାଦକ ସରିତ ମହାପାତ୍ର, ସ୍ପନ୍ଦନ ଖଟୁଆ, ଲୋକନାଥ ଦାସ, ବଦ୍ରିନାଥ ଦାସ ପ୍ରମୁଖ ତାଙ୍କ ଆମ୍ବୁଲାନ୍ସରେ ବାଲିତୁଠରୁ କଟକ ମେଡିକାଲକୁ ଉକ୍ତ ମାନସିକ ରୋଗୀଙ୍କୁ ନେଇ ଚିକିତ୍ସା ନିମନ୍ତେ ଭର୍ତି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *