Sunday , June 20 2021
Home / ବିଶେଷ /  ସପ୍ତମ ଆର୍ଥିକ ଗଣନା ତାଲିମ ଶିବିର

 ସପ୍ତମ ଆର୍ଥିକ ଗଣନା ତାଲିମ ଶିବିର

କାଲିମେଳା,୧୩/୦୮/୨୦୧୯(ଓଡ଼ିଶା ସମାଚାର)-ମାଲାକନଗିରି ଜିଲା କାଲିମେଳା ପଂଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ରବିବାର ସପ୍ତମ ଆର୍ଥିକ ଗଣନାର ବ୍ଲକସ୍ତରୀୟ ତାଲିମ ଶିବିର ଅୟୋଜିତ ହୋଇଥିଲା । ଏଥିରେ କାଲିମେଳା ଓ ପଡିଆ ବ୍ଲକର ଥିବା ଭିଏଲଇମାନେ ଯୋଗଦେଇ ତାଲିମ ନେଇଥିଲେ । ଏହାକୁ ସିଏସସିର ଏଡିଏମ ସଂଗ୍ରାମ କେଶରୀ ଜେନା, ଡି.ଏମ ହରିଶ ସାହୁ, ଏନଏସଏସ ଅଧିକାରୀ ଜୟନ୍ତ କୁମାର ସାହୁ ଉପସ୍ଥିତ ରହି ମୋଟ ୯୭ ଜଣ ଏନୁମେଟର ଉପସ୍ଥିତ ରହିଥିଲେ । ଦେଶରେ ପଂଚାୟତଠାରୁ ଅରମ୍ଭ କରି ଗ୍ରାମାଂଚଳ ଓ ସହରାଂଚଳ ଲୋକଙ୍କ ଆର୍ଥିକ ସର୍ବେକ୍ଷଣ କାରିବା ଏହି ତାଲିମର ମୁଖ୍ୟ ଉଦ୍ଦେଶ୍ୟ । ଏହା ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଆସୁଅଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *