Tuesday , June 15 2021
Breaking News
Home / ତାଜା ଖବର / ସଂକ୍ଷେପରେ ବଡ଼ ଖବର : ହୀରାକୁଦ ୨୦ ଟି ଗେଟ ଖୋଲିଲା

ସଂକ୍ଷେପରେ ବଡ଼ ଖବର : ହୀରାକୁଦ ୨୦ ଟି ଗେଟ ଖୋଲିଲା

ସମ୍ବଲପୁର , ୧୫/୦୮/୨୦୧୯(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ୨୦ ଟି ଗେଟ ଖୋଲିଲା । ଗତକାଲି ପାରମ୍ପରିକ ରିତିନୀତିରେ ପୂଜାର୍ଚ୍ଚନା କରାଯାଇ ଜିଲାପାଳଙ୍କ ଉପସ୍ଥିତିରେ ମାତ୍ର ଗୋଟିଏ ଗେଟ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଥିଲା । ଯାହାକି ଅପରାହ୍ନରେ ବନ୍ଦ କରିଦିଆଯାଇଥିଲା । ଆଜି ପ୍ରଥମେ ୬ ଟି ଗେଟ ଖୋଲାଯାଇଥିଲା । ପର୍ଯ୍ୟାୟ କ୍ରମେ ୧୬ ଟି ଗେଟ ଖୋଲାଯାଇଥିଲା । ହିରାକୁଦ ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ବର୍ତମାନ ୬୨୧ ଫୁଟ ଟପିଲାଣି । ତେଣୁ ସନ୍ଧ୍ୟା ୬ ଟାରେ ଆଉ ୪ ଟି ଗେଟ ଖୋଲାଯାଇଛି । ବର୍ତମାନ ମୋଟ ୨୦ ଟି ଗେଟ ଦେଇ ଜଳ ଛଡ଼ାଯାଉଛି । ଗୋଟିଏ ଦିନରେ ୨୦ ଟି ଗେଟ ଖୋଲିଲା । ଆବଶ୍ୟକ ପଡ଼ିଲେ ଆଉ ଗେଟ ଖୋଲାଯାଇ ପାରେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୫ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୩/୦୬/୨୦୨୧(ଓଡ଼ିଶା ସମାଚାର / ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *