Wednesday , June 16 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର :   ୩ ନକଲି ମାଓବାଦୀ ଗିରଫ

ସଂକ୍ଷେପରେ ତାଜା ଖବର :   ୩ ନକଲି ମାଓବାଦୀ ଗିରଫ

ବରଗଡ଼, ୧୪/୦୭/୨୦୧୯ (ଓଡ଼ିଶା ସମାଚାର)- ବରଗଡ଼ ଜିଲା  ଭଟଲି ଥାନା ପୋଲିସ୍ ରବିବାର ଦିନ ୩ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି ।  ମିଳିଥିବା ସୂଚନା ଅନୁସାରେ  ଗିରଫ ହୋଇଥିବା ୩ ଜଣ ନକଲି ମାଓବାଦୀ ହେଉଛନ୍ତି ସମ୍ବଲପୁର ବନ ବିଭାଗ ଡ଼େପୁଟି  ରେଜର  ବଟକୃଷ୍ଣ ସେଠୀ, ଦୋଳଗୋବିନ୍ଦ ସାହୁ ଓ ବଳରାମ ସାହୁ । ସେମାନଙ୍କ ଠାରୁ ୩ ଟି ମୋବାଇଲ ଫୋନ୍,ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା,୨ ଟି ମୋଟରସାଇକେଲ ଓ ୩ ଟି ବନ୍ଧୁକ ଜବତ କରାଯାଇଛି । ସେମାନେ ସରକାରୀ ଅଫିସରମାନଙ୍କୁ ମାଓବାଦୀର ପରିଚୟ ଦେଇ ୧୦ ଲକ୍ଷ ୫୫ ହଜାର ରୁ ଅଧିକ  ଟଙ୍କା ଆଦାୟ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *