Sunday , June 13 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ସଡ଼କ ଦୁର୍ଘଟଣା ରେ ବୌଦ୍ଧ ଏଡ଼ିଏମ ଙ୍କ ମୃତ୍ୟୁ

ସଂକ୍ଷେପରେ ତାଜା ଖବର : ସଡ଼କ ଦୁର୍ଘଟଣା ରେ ବୌଦ୍ଧ ଏଡ଼ିଏମ ଙ୍କ ମୃତ୍ୟୁ

ବୌଦ୍ଧ , ୨୬/୦୮/୨୦୧୯(ଓଡ଼ିଶା ସମାଚାର)- ଏକ ସଡ଼କ ଦୁର୍ଘଟଣା ରେ ବୌଦ୍ଧ ଏଡ଼ିଏମ ରମାକାନ୍ତ ସେଠୀଙ୍କର ଆକସ୍ମିକ ମୃତ୍ୟୁ ଘଟିଛି । ମିଳିଥିବା ତାଜା ସୂଚନା ଅନୁସାରେ ଶ୍ରୀ ସେଠୀ ଭୁବନଶ୍ୱରରୁ ସରକାରୀ କାର୍ଯ୍ୟ ସାରି ଏକ କାର ରେ ବୌଦ୍ଧ ଫେରୁଥିଲେ । ୫୭ ନମ୍ବର ଜାତୀୟ ରାଜପଥର କଲରାପଥ ନିକଟ ଚାରିଛକ ଠାରେ କାର ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟିହୋଇଯାଇଥିଲା । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସପିଟାଲ ରେ ଭର୍ତି କରାଯାଇଥିଲା । ହେଲେ ହସପିଟାଲ ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୦/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *