Friday , June 18 2021
Breaking News
Home / ବିଶେଷ / ସଂକ୍ଷେପରେ ତାଜା ଖବର : ସ୍ନାନ ଦେବୀକୁ ବିଧାୟକ ଯିବା ନେଇ ଏକାଧିକ ସେବାୟତଙ୍କୁ ନୋଟିସ୍ ଜାରି 

ସଂକ୍ଷେପରେ ତାଜା ଖବର : ସ୍ନାନ ଦେବୀକୁ ବିଧାୟକ ଯିବା ନେଇ ଏକାଧିକ ସେବାୟତଙ୍କୁ ନୋଟିସ୍ ଜାରି 

ପୁରୀ, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)-  ଗତ ଦେବସ୍ନାନ ପୂର୍ଣ୍ଣୀମାରେ ସ୍ଥାନୀୟ ବିଧାୟକ ଜୟନ୍ତ ଷଢ଼ଙ୍ଗୀ   ସ୍ନାନ ମଣ୍ଡପ ବା ସ୍ନାନ ଦେବୀକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ନେଇ ହୋଇଥିବା ଅଭିଯୋଗ ଉପରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏକାଧିକ ସେବାୟତଙ୍କୁ ନୋଟିସ ଜାରି କରାଯାଇଛି । ଅନ୍ୟପକ୍ଷରେ ବିଧାୟକ କହିଛନ୍ତି ସେ ସ୍ନାନ ବେଦୀରେ ଶ୍ରୀ ଜୀଉଙ୍କୁ ଦର୍ଶନ କରିଛନ୍ତି । ସେଠାକୁ ଯିବା ପାଇଁ ତାଙ୍କୁ କେହି ବାରଣ କରିନଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *