Monday , June 21 2021
Breaking News
Home / ବିଶେଷ / ସଂକ୍ଷେପରେ ତାଜା ଖବର : ସଚିବାଳୟ ର ନାମ ବଦଳି ଲୋକସେବା ଭବନ ହେବ – ମୁଖ୍ୟମନ୍ତ୍ରୀ

ସଂକ୍ଷେପରେ ତାଜା ଖବର : ସଚିବାଳୟ ର ନାମ ବଦଳି ଲୋକସେବା ଭବନ ହେବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର , ୨୯/୭/୨୦୧୯(ଓଡ଼ିଶା ସମାଚାର)- ଓଡ଼ିଶା ସଚିବାଳୟ ର ନାମ ବଦଳିବ । ସଚିବାଳୟ ବଦଳରେ ଲୋକସେବା ଭବନ ନାମରେ ନାମିତ କରାଯିବ । ଆଜି ବିଧାନସଭାରେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସଚିବାଳୟର ନାମ ବଦଳାଯିବା ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମନ୍ତ୍ରଣାଳୟ ସପକ୍ଷରେ କେତେକ ମତ ପ୍ରକାଶ କରୁଥିବାବେଳେ ଖାଲି ନାମ ବଦଳାଇଦେଲେ କି ପ୍ରକାର ଲାଭ ମିଳିବ ବୋଲି ଅନେକ ପ୍ରଶ୍ନ ଉଠାଉଛନ୍ତି । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *