Thursday , June 17 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଶଙ୍କରଭୋଳରେ ଘରପୋଡ଼ି

ସଂକ୍ଷେପରେ ତାଜା ଖବର : ଶଙ୍କରଭୋଳରେ ଘରପୋଡ଼ି

 

ଗରଦପୁର,୨୮/୦୮/୨୦୧୯(ଓଡ଼ିଶା ସମାଚାର)-ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ଶଙ୍କରଭୋଳ ରେ ରାତି ପ୍ରାୟ ୩ ଟା ବେଳେ କେଳୁ ଲେଙ୍କାଙ୍କ ୨ ବଖରା ଘର ପୋଡ଼ିଯାଇଛି । ଘର ବାହାପଟେ ଥିବା ଚାଳ ଛପର ରୋଷେଇଘର ଓ ଗୁହାଳ ଘର ପୋଡ଼ିଯାଇଛି । ଗ୍ରାମବାସୀ ଲାଗି ନିଆଁ ଲିଭାଇଥିଲେ ହେଁ ଦୁଇ ବଖରା ଘର ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା । ଖବର ପାଇ ଦମକଳ ବାହିନୀ ଆସିଥିଲେ ମଧ୍ୟ ରାସ୍ତାରେ ବିଦ୍ୟୁତ ତାର ଓହଳି ଥିବାରୁ ଦମକଳ ଗାଡ଼ି ଯାଇପାରିନଥିଲା । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *