Monday , June 21 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ରାଉରକେଲାରେ ଏନକାଉଂଟର

ସଂକ୍ଷେପରେ ତାଜା ଖବର : ରାଉରକେଲାରେ ଏନକାଉଂଟର

 

ରାଉରକେଲା, ୨୫/୦୭/୨୦୧୯(ଓଡ଼ିଶା ସମାଚାର)- ରାଉରକେଲାରେ ଏନକାଉଂଟର । ମିଳିଥିବା ତାଜା ସୂଚନା ଅନୁସାରେ ଲାଠିକଟା ଅଂଚଳରେ ଏହି ଏନକାଉଂଟର ହୋଇଛି । ଅପରାଧି ସୁନୀଲ ମାଝୀ ପୋଲିସ ର ଏନକାଉଂଟରରେ ଆହତ ହୋଇଛି । ତାର ଦୁଇ ଗୋଡ଼ରେ ଗୁଳି ବାଜିଛି । ଆହତ ସୁନୀଲକୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ସୁନୀଲ ନାମରେ ଏକାଧିକ ଅପରାଧିକ ମାମଲା ରହିଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୭ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *