Wednesday , June 16 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଯୋଡ଼ା ଶିଶୁ ଗଙ୍ଗା ଯମୁନା ଆଖି ବୁଜିଲେ

ସଂକ୍ଷେପରେ ତାଜା ଖବର : ଯୋଡ଼ା ଶିଶୁ ଗଙ୍ଗା ଯମୁନା ଆଖି ବୁଜିଲେ

କଟକ, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)- ଯୋଡ଼ା ଶିଶୁ ଗଙ୍ଗା ଯମୁନା ଆଖି ବୁଜିଲେ । ଢ଼େଙ୍କାନାଳ ଜିଲା ପର୍ଜଙ୍ଗ ଅଂଚଳର ଖାଲପାଳ ଗାଁ ରେ ଜନ୍ମ ନେଇଥିଲେ ଯୋଡ଼ା ଶିଶୁ ଗଙ୍ଗା ଯମୁନା । ଗତ ୫ ଦିନ ତଳେ ତାଙ୍କୁ କଟକର ଶିଶୁ ଭବନରେ ଭର୍ତି କରାଯାଇଥିଲା । ତାଙ୍କର ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଡ଼ାକ୍ତରୀ ଦଳ ନିୟୋଜିତ ଥିଲେ । ତେବେ ଡ଼ାକ୍ତରଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି । ପରୀକ୍ଷାରୁ ଦୁଇ ଶିଶୁ ଙ୍କର ଗୋଟିଏ ହୃତପିଣ୍ଡ ଥିବା ଜଣାପଡ଼ିଥିଲା । ଓଡ଼ିଶା ସମାଚାର

About admin

Check Also

୧୮ ରୁ ୪୪ ବର୍ଷଙ୍କୁ ଟୀକାକରଣରେ ବିଳମ୍ବ -ପାରାଦୀପର ଯୁବବର୍ଗଙ୍କ ମଧ୍ୟରେ ଅସନ୍ତୋଷ

ପାରାଦୀପ,୧୫/୦୬/୨୦୨୧(ଓଡ଼ିଶା ସମାଚାର)-କଟକ, ଭୁବନେଶ୍ୱର ମହାନଗର ନିଗମର ୧୮ ରୁ ୪୪ ବର୍ଷ ଯୁବ ବର୍ଗଙ୍କୁ ଟୀକାକରଣର ସଫଳତା ପରେ ରାଜ୍ୟ …

Leave a Reply

Your email address will not be published. Required fields are marked *