Sunday , June 13 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ମା କୁ ପୋଡ଼ି ମାରିଦେଲା ପୁଅ

ସଂକ୍ଷେପରେ ତାଜା ଖବର : ମା କୁ ପୋଡ଼ି ମାରିଦେଲା ପୁଅ

ରାଜନଗର, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)- ରାଜନଗର ଅଂଚଳରେ ଏକ ଅଭାବନୀୟ ଘଟରା ଘଟିଛି । ଏହାକୁ ନେଇ ଅଂଚଳରେ ଚର୍ଚା ଜୋର ଧରିଛି । ଘଟଣାଟି ହେଉଛି ମାକୁ ପୋଡ଼ି ମାରିଦେଲା ପୁଅ । ମିଳିଥିବା ତାଜା ସୂଚନା ଅନୁସାରେ ମେରାଇନ ଥାନା ଅନ୍ତର୍ଗତ ଶୈଳେନ୍ଦ୍ରସରାଇ ଗାଁ ରେ ମା ମୁକ୍ତ କେଶି ଓଝାଙ୍କୁ ପୁଅ ସୁକଦେବ ଓଝା ପୋଡ଼ି ମାରିଦେଇଛି । ଏ ସମ୍ପର୍କରେ ବଡ଼ପୁଅ ଶ୍ରୀକାନ୍ତ ଓଝା ଥାନାରେ ଏତଲା ଦେବା ପରେ ତାଳଚୁଆ ଥାନା ପୋଲିସ୍ ଘଟଣାର ଛାନଭିନ୍ କରୁଛି । ଅଭିଯୁକ୍ତ ପୁଅ ସୁକଦେବଙ୍କୁ ପୋଲିସ୍ ଥାନାରେ ଅଟକ ରଖିଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୦/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *