Wednesday , June 23 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ମା ଆଗରେ ହୁତୁ ହୁତୁ ହୋଇ ଜୀବନ୍ତ ଜଳିଗଲା ଝିଅ

ସଂକ୍ଷେପରେ ତାଜା ଖବର : ମା ଆଗରେ ହୁତୁ ହୁତୁ ହୋଇ ଜୀବନ୍ତ ଜଳିଗଲା ଝିଅ

ଭଦ୍ରକ, ୦୧/୧୧/୨୦୧୯(ଓଡ଼ିଶା ସମାଚାର)- ମା ଆଗରେ ହୁତୁ ହୁତୁ ହୋଇ ଜୀବନ୍ତ ଜଳିଗଲା ଝିଅ । ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ଭଦ୍ରକ୍ ଅଂଚଳର ସିଙ୍ଗଡ଼ା ଗାଁ ରେ । ଗ୍ୟାସ ଚୁଲାରୁ ନିଆଁ ଲାଗି ଦାଣରଥି ପରିଡ଼ାଙ୍କ ଝିଅ ସୁନୀତର ପରିଡ଼ା ଜୀବନ୍ତ ଦଗ୍ଧ ହୋଇଯାଇଛି । ମା ର ଆଖି ଆଗରେ ଝିଅ ହୁତୁ ହୁତୁ ହୋଇ ଜଳିଗଲା ହେଲେ ଅସହାୟ ମା ତାକୁ ମୃତ୍ୟୁ ମୁଖରୁ ବଂଚାଇ ପାରିନଥିଲେ । ଓଡ଼ିଶା ସମାଚାର

About admin

Check Also

୩୪୨୭ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୪୨ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୯/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩୪୨୭ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *