Thursday , June 17 2021
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ମାଲକାନାଗିରି କଦମ୍ବଗୁଡ଼ା ଜଙ୍ଗଲରେ ମାଓବାଦୀଙ୍କ ଗୁଳି ରେ ଜଣେ ଯବାନ ସହିଦ ଓ ଅନ୍ୟ ଜଣେ ଗୁରୁତର ଆହତ , ଜଣେ ମାଓବାଦୀ ମୃତ – ଗୁଳି ଗୋଳା ଜବତ

ସଂକ୍ଷେପରେ ତାଜା ଖବର : ମାଲକାନାଗିରି କଦମ୍ବଗୁଡ଼ା ଜଙ୍ଗଲରେ ମାଓବାଦୀଙ୍କ ଗୁଳି ରେ ଜଣେ ଯବାନ ସହିଦ ଓ ଅନ୍ୟ ଜଣେ ଗୁରୁତର ଆହତ , ଜଣେ ମାଓବାଦୀ ମୃତ – ଗୁଳି ଗୋଳା ଜବତ

ମାଲକାକାନାଗିରି,୨୮/୦୮/୨୦୧୯(ଓଡ଼ିଶା ସମାଚାର)- ବୁଧବାର ବଢ଼ି ଭୋର ରେ ମାଲକାନାଗିରି ବଣ୍ଡା ଘାଟି ସ୍ୱାଭିମାନ ଅଂଚଳ ଖବରିପୁଟ ର କଦମ୍ବଗୁଡ଼ା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଚାଲିଥିବା ଖବର ପାଇ କମ୍ବିଂ ଅପରେସନ୍ ଆରମ୍ଭ ହୋଇଥିଲା । ମାଓବାଦୀ ଓ  ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ବର୍ତମାନ ସୁଦ୍ଧା ଗୁଳି ବିନିମୟ ଚାଲିଛି । ତେବେ  ମାଓବାଦୀଙ୍କ ଗୁଳି ରେ ଜଣେ ଡ଼ିଭିଏଫ ଯବାନ ସହିଦ ହୋଇଥିବାବେଳେ  ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ଅନ୍ୟପକ୍ଷରେ ଜଣେ ମାଓବାଦୀଙ୍କର ମୃତ୍ୟୁ ହୋଇଛି ଓ ସେଠାରୁ ବନ୍ଧୁକ, ଗୁଳି ଗୋଳା ଜବତ ହୋଇଥିବା ଖବର ମିଳିଛି । ସଠିକ ଖବର ହସ୍ତଗତ ହୋଇନାହିଁ । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *