Thursday , June 17 2021
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ, ୨ ଆହତ

ସଂକ୍ଷେପରେ ତାଜା ଖବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ, ୨ ଆହତ

ଭୁବନେଶ୍ୱର,୩୦/୦୭/୨୦୧୯ ( ଓଡ଼ିଶା ସମାଚାର)- ଭୁବନେଶ୍ୱର ପୁରୀ ବାଇପାସ ନିକଟରେ ଥିବା ଏକ ପୁରୁଣା ଗାଡ଼ି ସୋ ରୁମ ରୁ ପ୍ରଥମେ ଲୁଟ ହୋଇଥିଲା । ଅପରାହ୍ନ ୪ ଟା ପରେ ହେଲମେଟ ଓ ରୁମାଲ ସାହାଯ୍ୟରେ ମୁହଁକୁ ଘୋଡ଼ିଥିବା ୫ ଜଣ ଦୁର୍ବୃତ ୨ ଟି ବାଇକ୍ ରେ ଆସି ପ୍ରଥମେ ଭୁବନେଶ୍ୱର ପୁରୀ ବାଇପାସ ନିକଟରେ ଥିବା ପୁରୁଣା ଗାଡ଼ି ସୋ ରୁମ ମହିମା ମୋଟର୍ସ ରେ ପସି ବନ୍ଧୁକ ମୁନରେ ଲୁଟ କରିଥିଲେ । ସୋ ରୁମ ରୁ ଲୁଟ କରି ଫେରିବା ବେଳେ ସୋ ରୁମ ସାମ୍ନାରେ ଯାଉଥିବା ୨ ଜଣ ଯୁବକଙ୍କୁ ସେମାନେ ବନ୍ଧୁକ ଦେଖାଇ ଲୁହା ରଡ଼ ରେ ମାଡ଼ ମାରି ଳହୁ ଲୁହାଣ କରି ସେମାନଙ୍କ ନିକଟରୁ ୧ ଲକ୍ଷ ୮୦ ହଜାର ଟଙ୍କା, ତାଙ୍କର ଅନ୍ୟାନ୍ୟ ଦରକାରୀ କାଗଜପତ୍ର, ୨ ଟି ମୋବାଇଲ ମଧ୍ୟ ଲୁଟି ନେଇଯାଇଛନ୍ତି । ଏ ସମ୍ପର୍କରେ ମଂଚେଶ୍ୱର ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଛାନଭିନ୍ କରୁଛି । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *