Wednesday , June 16 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ପିପିଲି ରେ ଟ୍ରିପିଲ ମର୍ଡ଼ର – ରାସ୍ତା ରୋକୋ ଉଠିଛି , ୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ

ସଂକ୍ଷେପରେ ତାଜା ଖବର : ପିପିଲି ରେ ଟ୍ରିପିଲ ମର୍ଡ଼ର – ରାସ୍ତା ରୋକୋ ଉଠିଛି , ୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ

ପିପିଲି, ୧୪/୦୭/୨୦୧୯ (ଓଡ଼ିଶା ସମାଚାର)- ପିପିଲି ରେ ଚାଂଚଲ୍ୟ । ଟ୍ରିପିଲ ମର୍ଡ଼ର । ଗୋଟିଏ ପରିବାରର ୩ ଜଣଙ୍କୁ ଦୁର୍ବୃତ ଗୋଡ଼ାଇ ଗୋଡ଼ାଇ ହାଣି ପିସ୍ ପିସ୍ କରିଦେଇଛନ୍ତି । ଏହି ଘଟଣା ଘଟିଛି ପିପିଲି ପଟନାୟିକିଆ ତ୍ୟକ୍ତ ଲୋକେ ଗାଡ଼ି ମଟର ଭଙ୍ଗାରୁଜା କରିବା ସହିତ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି । ଘଛକରେ । ରାଜପଥ କଡ଼ରେ ଏହି ଘଟଣା ଘଟିଛି । ଘଟଣାସ୍ଥଳରେ ଉତେଜନା ଦେଖାଦେଇଥବଲେ । ଉଟଣାସ୍ଥଳରେ ସତ୍ୟବାଦୀ ଓ ପିପିଲି ଥାନା ପୋଲିସ୍ ପହଂଚି ଛାନଭିନ୍ କରୁଥିବାବେଳେ ପୋଲିସ୍ ଲାଠିଚାର୍ଯ କରି ଲୋକଙ୍କୁ ଘଉଡ଼ାଇ ଦେଇଛି । ଉତ୍ୟକ୍ତ ଲୋକମାନେ ରାସ୍ତା ଅବରୋଡଧ କରିଥିଲେ । ପୋଲିସ୍ ର ବୁଝା ସୁଝା ପରେ ରାସ୍ତା ଅବରୋଧ ହଟିଛି । ମୃତକ ୩ ଜଣ ହେଉଛନ୍ତି ପୂର୍ଣ୍ଣ ବେହେରା, କୃଷ୍ଣ ବେହେରା ଓ ପଂଚୁ ବେହେରା । ଗତ କିଛି ଦିନ ତଳେ ପୂର୍ବତନ ସରପଂଚ ଅଜୟ ବେହେରା ହତ୍ୟାକାଣ୍ଡ ସହିତ ଏହାର ସମ୍ପର୍କ ଥିବା ସନେ୍ଦହ । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *