Tuesday , June 15 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ପାଇଖାନା ଟାଙ୍କିର ସେଂଟ୍ରିଂ ଖୋଲିବାବେଳେ ଟାଙ୍କିରେ ଖସିପଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ସଂକ୍ଷେପରେ ତାଜା ଖବର : ପାଇଖାନା ଟାଙ୍କିର ସେଂଟ୍ରିଂ ଖୋଲିବାବେଳେ ଟାଙ୍କିରେ ଖସିପଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ଜଗତସିଂହପୁର,୨୯/୦୯/୨୦୧୯ (ଓଡ଼ିଶା ସମାଚାର)- ପାଇଖାନା ଟାଙ୍କିର ସେଂଟ୍ରିଂ ଖୋଲିବାବେଳେ ଟାଙ୍କିରେ ଖସିପଡ଼ି ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ ସୁଜଙ୍ଗ ଗାଁ ର ବଳରାମ ପତିଙ୍କ ପାଇଖାନା ଟାଙ୍କିର ସେଂଟ୍ରିଂ ଖୋଲିବାବେଳେ ଟାଙ୍କି ଭିତରକୁ  ଖସିପଡ଼ିଥିଲେ ୨ ଜଣ ଶ୍ରମିକ । ଟାଙ୍କି ଭିତର କୁ ଖସିପଡ଼ିଥିବା ୨ ଶ୍ରମିକଙ୍କର ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଛି । ଦୁଇ ମୃତ ଶ୍ରମିକ ହେଉଛନ୍ତି ମରିଚିଆପଦର ଗାଁ ର ରାଜୁ ଭୋଇ ଓ ମଣ୍ଡା ସାହିର ପ୍ରକାଶ ବାରିକ  ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ପିକଅପ ଭ୍ୟାନ ଧକ୍କା ରେ ଯୁବକ ଗୁରୁତର

ସାଲେପୁର,୧୧/୦୬/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ଆଜି ସନ୍ଧ୍ୟା ସମୟରେ ସାଲେପୁର ର ରୋଧପୁର ନିକଟରେ ଏକ ମାଲବାହୀ  ପିକପ …

Leave a Reply

Your email address will not be published. Required fields are marked *