Tuesday , June 15 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ପଶ୍ଚିମବଙ୍ଗକୁ ଗଂଜେଇ ଚୋରା ଚାଲାଣ ବେଳେ ଜବତ, ୨ ଗିରଫ

ସଂକ୍ଷେପରେ ତାଜା ଖବର : ପଶ୍ଚିମବଙ୍ଗକୁ ଗଂଜେଇ ଚୋରା ଚାଲାଣ ବେଳେ ଜବତ, ୨ ଗିରଫ

କଟକ,୨୦/୦୯/୨୦୧୯(ଓଡ଼ିଶା ସମାଚାର)- ପଶ୍ଚିମବଙ୍ଗକୁ ଗଂଜେଇ ଚୋରା ଚାଲାଣ ବେଳେ ଅବକାରୀ ବିଭାଗ ର ସ୍ୱନ୍ତ୍ର ଟିମ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଜବତ ଗଂଜେଇ ୯୨ କେଜି ଯାହାର ମୂଲ୍ୟ ୪ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ଆକଳନ କରିଛି । କଟକ ର ଶିଖରପୁର ଅଂଚଳରୁ ଏହି ଗଂଜେଇ ଜବତ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୫ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୩/୦୬/୨୦୨୧(ଓଡ଼ିଶା ସମାଚାର / ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *