Thursday , June 17 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ପତ୍ନୀକୁ କିରୋସିନୀ ଢ଼ାଳି ପୋଡ଼ି ମାରିଦେଲା ସ୍ୱାମୀ

ସଂକ୍ଷେପରେ ତାଜା ଖବର : ପତ୍ନୀକୁ କିରୋସିନୀ ଢ଼ାଳି ପୋଡ଼ି ମାରିଦେଲା ସ୍ୱାମୀ

 

ଆନନ୍ଦପୁର,୧୮/୦୬/୨୦୧୯ (ଓଡ଼ିଶା ସମାଚାର)- ପତ୍ନୀକୁ କିରୋସିନୀ ଢ଼ାଳି ପୋଡ଼ି ମାରିଦେଲା ସ୍ୱାମୀ । ଏଭଳି ଘଟଣା ଘଟିଛି ମହୁଲଡ଼ିହା ଥାନା ଅନ୍ତର୍ଗତ କୋଇଲିପାଳ ଗାଁ ରେ । ଗତକାଲି ବିଳମ୍ବିତ ରାତିରେ ପ୍ରଫୁଲ ନାଏକ ତାଙ୍କ ପତ୍ନୀ ଲିଜା ଦେହରେ କିରୋସିନୀ ଢ଼ାଳି ନିଆଁ ଲଗାଇ ଦେଇ ଫେରାର ହୋଇଯାଇଛନ୍ତି । ଲିଜାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡ଼ିକାଲ ରେ ଭର୍ତି କରାଯାଇଥିଲା । ଆନନ୍ଦପୁର ହସପିଟାଲରେ ଲିଜାଙ୍କର ମୃତ୍ୟୁ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *