Thursday , June 17 2021
Breaking News
Home / ବିଶେଷ / ସଂକ୍ଷେପରେ ତାଜା ଖବର : ଦୁଇ ଦିନ ବନ୍ଦ ପରେ ଆଜି ପୁଣି ଭଙ୍ଗା ଆରମ୍ଭ

ସଂକ୍ଷେପରେ ତାଜା ଖବର : ଦୁଇ ଦିନ ବନ୍ଦ ପରେ ଆଜି ପୁଣି ଭଙ୍ଗା ଆରମ୍ଭ

 

ପୁରୀ,୦୩/୦୯/୨୦୧୯(ଓଡ଼ିଶା ସମାଚାର)- ରବିବାର ଓ ଗଣେଷ ପୂଜା ଥିବାରୁ ଗତ ରବିବାର ଓ ସୋମବାର ଦୁଇ ଦିନ ଶ୍ରୀ ମନ୍ଦିର ନିକଟରୁ ଉଛେଦ ବନ୍ଦ ରହିଥିଲା । ଆଜି ପୁଣି ଉଛେଦ ପ୍ରକ୍ରିୟା ଆରମ୍ଭ । ଆଜି ବଡ଼ ଆଖଡ଼ା ମଠ ଭଙ୍ଗା ଯିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ସମାଚାର

About admin

Check Also

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ …

Leave a Reply

Your email address will not be published. Required fields are marked *