Sunday , June 20 2021
Home / ତାଜା ଖବର / ସଂକ୍ଷେପରେ ତାଜା ଖବର :  ଜଙ୍ଗଲ ମଧ୍ୟରେ ଦେଶି ବନ୍ଧୁକ କାରଖାନା ଠାବ – ବନ୍ଧୁକ ଓ ତିଆରି ସରଂଜାମ ଜବତ – ଜଣେ ଗିରଫ

ସଂକ୍ଷେପରେ ତାଜା ଖବର :  ଜଙ୍ଗଲ ମଧ୍ୟରେ ଦେଶି ବନ୍ଧୁକ କାରଖାନା ଠାବ – ବନ୍ଧୁକ ଓ ତିଆରି ସରଂଜାମ ଜବତ – ଜଣେ ଗିରଫ

 

ଦାରିଙ୍ଗିବାଡ଼ି, ୧୫/୦୬/୨୦୧୯ (ଓଡ଼ିଶା ସମାଚାର)-ଦଣ୍ଡିମାହା ଗୁଂଜିଟି ଜଙ୍ଗଲ ମଧ୍ୟରେ ଏକ ଦେଶି ବନ୍ଧୁକ କାରଖାନା ଠାବ କରାଯାଇଛି ।  ପୋଲିସ୍ ଚଢ଼ାଉ କରି ୨ ଟି ଦେଶି ବନ୍ଧୁକ, ବହୁ ପରିମାଣର ବନ୍ଧୁକ ତିଆରି ସରଂଜାମ ଜବତ କରିବା ସହିତ ସମ୍ପୃକ୍ତ ଜଣକୁ ଗିରଫ କରିଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *