Wednesday , June 23 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଚାନ୍ଦୋଳ ଷ୍ଟେଟବ୍ୟାଙ୍କ ରେ ନିଆଁ

ସଂକ୍ଷେପରେ ତାଜା ଖବର : ଚାନ୍ଦୋଳ ଷ୍ଟେଟବ୍ୟାଙ୍କ ରେ ନିଆଁ

 

ଚାନ୍ଦୋଳ, ୧୬/୦୬/୨୦୧୯ (ଓଡ଼ିଶା ସମାଚାର)- ଚାନ୍ଦୋଳ ଷ୍ଟେଟବ୍ୟାଙ୍କ ରେ ନିଆଁ ଲାଗିଛି । ବିଦ୍ୟୁତ ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଆଜି ରବିବାର ବ୍ୟାଙ୍କ ଛୁଟି ଥିବାରୁ କ୍ଷୟକ୍ଷତି ସମ୍ପର୍କରେ ସଠିକ ତଥ୍ୟ ହସ୍ତଗତ ହୋଇନାହିଁ । ସୋମବାର ବ୍ୟାଙ୍କ ଖୋଲିଲେ ସଠିକ କ୍ଷୟକ୍ଷତି ଜଣାପଡ଼ିବ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୫୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୦ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୫୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *