Wednesday , August 4 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଗୁଳି ମାଡ଼ରେ ଦୁଗ୍ଧ ବ୍ୟବସାୟୀ ମୃତ

ସଂକ୍ଷେପରେ ତାଜା ଖବର : ଗୁଳି ମାଡ଼ରେ ଦୁଗ୍ଧ ବ୍ୟବସାୟୀ ମୃତ

ବାଲିଆପାଳ, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ଗୁଳି ମାଡ଼ରେ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ବାଲିଆପାଳ ଥାନା ଅନ୍ତର୍ଗତ ଡ଼ାଙ୍ଗପିଟା ଗ୍ରାମରେ ଏହି ଗୁଳିକାଣ୍ଡ ଘଟିଛି । ଦୁର୍ବୃତଙ୍କ ଗୁଳିମାଡ଼ରେ ରାକେଶ ଚୌଧୁରୀ ନାମକ ଜଣେ ଦୁଗ୍ଧ ବେପାରୀ ମୃତ୍ୟୁ ହୋଇଛି । ଶ୍ରୀ ଚୌଧୁରୀ ବେପାର ପାଇଁ ଏକ ବାଇକ୍ ରେ ଯାଉଥିବାବେଳେ ଏକ କାର ରେ ଦୁର୍ବୃତ ଆସି ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ । ତେବେ ପୋଲିସ୍ ପହଂଚି ଘଟରାର ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର

About admin

Check Also

ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର,୦୩/୦୮/୨୦୨୧(ଓଡ଼ିଶା ସମାଚାର)-  ଗଙ୍ଗନଗର ଅଂଚଳରେ ଘଟିଛି ଏକ ଅଭାବନୀୟଘଟଣା । ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କଲେ ସିକ୍ୟୁରିଟି …

Leave a Reply

Your email address will not be published. Required fields are marked *