Tuesday , June 15 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : କାଠଯୋଡ଼ି ବ୍ରିଜ୍ ଦବିଥିବାରୁ ଗାଡ଼ି ଚଳାଚଳ ବାବଧାପ୍ରାପ୍ତ

ସଂକ୍ଷେପରେ ତାଜା ଖବର : କାଠଯୋଡ଼ି ବ୍ରିଜ୍ ଦବିଥିବାରୁ ଗାଡ଼ି ଚଳାଚଳ ବାବଧାପ୍ରାପ୍ତ

କଟକ,୨୮/୦୮/୨୦୧୯(ଓଡ଼ିଶା ସମାଚାର)- କଟକ – ଭୁବନେଶ୍ୱର ରାସ୍ତାର ଲିଙ୍କରୋଡ଼ – ଗୋପାଳପୁର ଠାରେ ଥିବା କାଠଯୋଡ଼ି ବ୍ରିଜ ର ଅଳ୍ପ କିଛି ଦବିଛି । ପୁଲିସ୍ ଓ ଏନଏଚଏଆଇ ର ଅଧିକାରୀ ପହଂଚି ଅନୁଧ୍ୟାନ କରିବା ପରେ କର୍ଡ଼ନ କରାଯାଇଛି । କର୍ଡ଼ନ କରି ଗାଡ଼ି ଛଡ଼ାଯାଉଛି । ବିଧାୟକ ମହମ୍ମଦ ମୋକିମ ପହଂଚି ଅନୁଧ୍ୟାନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପିକଅପ ଭ୍ୟାନ ଧକ୍କା ରେ ଯୁବକ ଗୁରୁତର

ସାଲେପୁର,୧୧/୦୬/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ଆଜି ସନ୍ଧ୍ୟା ସମୟରେ ସାଲେପୁର ର ରୋଧପୁର ନିକଟରେ ଏକ ମାଲବାହୀ  ପିକପ …

Leave a Reply

Your email address will not be published. Required fields are marked *