Wednesday , June 23 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : କଟକରେ ବୋମା ମାଡ଼ , ଜଣେ ଅଟକ, କେହି ମୃତାହତ ହୋଇନାହାନ୍ତି

ସଂକ୍ଷେପରେ ତାଜା ଖବର : କଟକରେ ବୋମା ମାଡ଼ , ଜଣେ ଅଟକ, କେହି ମୃତାହତ ହୋଇନାହାନ୍ତି

କଟକ, ୨୧/୦୮/୨୦୧୯(ଓଡ଼ିଶା ସମାଚାର)- କଟକରେ ବୋମା ମାଡ଼  ଘଟିଛି ।  ଏକ ବାଇକ ରେ ଦୁଇଜଣ ଆସି ଡ଼ଗରପଡ଼ା ହନୁମାନ ମନ୍ଦିର ନିକଟରେ ୩ ଥର ବୋମା ମାଡ଼ କରି ଫେରାର ହୋଇଯାଇଥିଲେ । ତେବେ ଏହି ବୋମା ମାଡ଼ରେ କେହି ମୃତାହତ ହୋଇନାହାନ୍ତି । ଲାଲବାଗ ପୋଲିଜ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି । ପୂର୍ବ ଶତୃତାରୁ ଏହି ବୋମା ମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ଓଡ଼ିଶା ସମାଚାର

About admin

Check Also

୩୪୨୭ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୪୨ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୯/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩୪୨୭ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *