Sunday , June 13 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର ଏବେ ଏବେ : ପିପିଲି ରେ ଟ୍ରିପିଲ ମର୍ଡ଼ର – ଘଟଣାସ୍ଥଳରେ ପୋଡ଼ା ଜଳା – ପୋଲିସ ର ଲାଠି ଚାର୍ଯ

ସଂକ୍ଷେପରେ ତାଜା ଖବର ଏବେ ଏବେ : ପିପିଲି ରେ ଟ୍ରିପିଲ ମର୍ଡ଼ର – ଘଟଣାସ୍ଥଳରେ ପୋଡ଼ା ଜଳା – ପୋଲିସ ର ଲାଠି ଚାର୍ଯ

ପିପିଲି, ୧୪/୦୭/୨୦୧୯ (ଓଡ଼ିଶା ସମାଚାର)- ପିପିଲି ରେ ଚାଂଚଲ୍ୟ । ଟ୍ରିପିଲ ମର୍ଡ଼ର । ଗୋଟିଏ ପରିବାରର ୩ ଜଣଙ୍କୁ ଦୁର୍ବୃତ ଗୋଡ଼ାଇ ଗୋଡ଼ାଇ ହାଣି ପିସ୍ ପିସ୍ କରିଦେଇଛନ୍ତି । ଏହି ଘଟଣା ଘଟିଛି ପିପିଲି ପଟନାୟିକିଆ ଛକରେ । ରାଜପଥ କଡ଼ରେ ଏହି ଘଟଣା ଘଟିଛି । ଘଟଣାସ୍ଥଳରେ ଉତେଜନା ଦେଖାଦେଇଛି । ଲୋକେ ଗାଡ଼ି ମଟର ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଛନ୍ତି । ଘଟଣାସ୍ଥଳରେ ସତ୍ୟବାଦୀ ଓ ପିପିଲି ଥାନା ପୋଲିସ୍ ପହଂଚି ଛାନଭିନ୍ କରୁଥିବାବେଳେ ପୋଲିସ୍ ଲାଠିଚାର୍ଯ କରିଥିବା ଖବର ମିଳିଛି । ଗତ କିଛି ଦିନ ତଳେ ପୂର୍ବତନ ସରପଂଚ ଅଜୟ ବେହେରା ହତ୍ୟାକାଣ୍ଡ ସହିତ ଏହାର ସମ୍ପର୍କ ଥିବା ସନେ୍ଦହ । ଓଡ଼ିଶା ସମାଚାର

About admin

Check Also

କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ୧୦ଜଣ ବ୍ୟବସାୟୀଙ୍କୁ ପୋଲିସ ଉଠାଇ ନେଇଛି

କେନ୍ଦ୍ରାପଡ଼ା, ୧୦/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ତିନିମୁହାଣି, ମହିପାଳ, ବଡହାଟ ପ୍ରଭୃତି ସ୍ଥାନରୁ ୧୦ଜଣ ବ୍ୟବସାୟୀଙ୍କୁ କୋଭିଡ ନିୟମ ଉଲ୍ଲଙ୍ଘନ …

Leave a Reply

Your email address will not be published. Required fields are marked *