Sunday , June 13 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଆମ୍ବୁଲାନ୍ସରେ ୬୬୦ କେଜି ଗଂଜେଇ ଚୋରା ଚାଲାଣ ବେଳେ ଜବତ- ୧୦ ଗିରଫ

ସଂକ୍ଷେପରେ ତାଜା ଖବର : ଆମ୍ବୁଲାନ୍ସରେ ୬୬୦ କେଜି ଗଂଜେଇ ଚୋରା ଚାଲାଣ ବେଳେ ଜବତ- ୧୦ ଗିରଫ

ଜୟପୁର, ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ଏକ ଆମ୍ବୁଲାନ୍ସ ରେ ଗଂଜେଇ ଚୋରା ଚାଲାଣ ବେଳେ ପୋଲିସ୍ ହାତରେ ଧରାପଡ଼ିଛି । ମିଳିଥିବା ତାଜା ସୂଚନା ଅନୁସାରେ ଜୟପୁର ସଦର ଥାନା ଅନ୍ତର୍ଗତ ପ୍ରାତ୍ରପୁଟ ନିକଟରେ ସୋମବାର ପୋଲିସ୍ ଏକ ଆମ୍ବୁଲାନ୍ସରୁ ୬୬୦ କେଜି ଗଂଜେଇ ଜବତ କରିଛି । ଏହି ଗଂଜେଇ ମାଲକାନାଗିରି ଜିଲା ଅନ୍ତର୍ଗତ କାଲିମେଳାରୁ ଉତରପ୍ରଦେଶ ଚୋରା ଚାଲାଣ କରାଯାଉଥିବା ଜଣାପଡ଼ିଛି । ଏଥିରେ ସମ୍ପୃକ୍ତ ୧୦ ଜଣଙ୍କୁ ପୋଲିସ୍ ଗିରଫ କରିଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୦/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *