Sunday , June 13 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଅଟୋ ଭିତରେ ଫୁଟିଲା ବୋମା – ଚାଳକ ଗୁରୁତର ଆହତ

ସଂକ୍ଷେପରେ ତାଜା ଖବର : ଅଟୋ ଭିତରେ ଫୁଟିଲା ବୋମା – ଚାଳକ ଗୁରୁତର ଆହତ

ଭୁବନେଶ୍ୱର , ୨୫/୦୮/୨୦୧୯(ଓଡ଼ିଶା ସମାଚାର)- ରାଜଧାନୀରେ ଫୁଟିଲା ବୋମା । ତାହା ପୁଣି ଅଟୋ ଭିତରେ । ଅଟୋ ଚାଳକ ଜି ଗୋବିନ୍ଦ ରାଓ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସପିଟାଲ ରେ ଭର୍ତି କରାଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ ରବି ଟକିଜ ଛକ ନିକଟ ବିଜେବି ନଗର – ଟଙ୍କପାଣି ରୋଡ଼ ରେ ଏହି ଘଟଣା ଘଟିଛି । ତେବେ କେମିତି ଏହି ବୋମା ଫୁଟିଲା ତାହା ସଠିକ ଭାବେ ଜଣାପଡ଼ିନାହିଁ । ବଡ଼ଗଡ଼ ଥାନା ପୋଲିସ ପହଂଚି ଘଟଣାର ଛାନଭିନ୍ କରୁଛି । ଓଡ଼ିଶା ସମାଚାର

About admin

Check Also

କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ୧୦ଜଣ ବ୍ୟବସାୟୀଙ୍କୁ ପୋଲିସ ଉଠାଇ ନେଇଛି

କେନ୍ଦ୍ରାପଡ଼ା, ୧୦/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ତିନିମୁହାଣି, ମହିପାଳ, ବଡହାଟ ପ୍ରଭୃତି ସ୍ଥାନରୁ ୧୦ଜଣ ବ୍ୟବସାୟୀଙ୍କୁ କୋଭିଡ ନିୟମ ଉଲ୍ଲଙ୍ଘନ …

Leave a Reply

Your email address will not be published. Required fields are marked *