Monday , June 21 2021
Breaking News
Home / ବିଶେଷ / ସଂକ୍ଷେପରେ ଖବର : ହୀରାକୁଦ ଜଳ ଭଣ୍ଡାର ୩ ଟି ଗେଟ୍ ଖୋଲିଲା

ସଂକ୍ଷେପରେ ଖବର : ହୀରାକୁଦ ଜଳ ଭଣ୍ଡାର ୩ ଟି ଗେଟ୍ ଖୋଲିଲା

ଭୁବନେଶ୍ୱର,୨୬/୦୮/୨୦୧୯(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାର ର ସମସ୍ତ ଗେଟ୍ ବନ୍ଦ ରହିଥିଲା । ଆଜି ୩ ଟି ଗେଟ୍ ଖୋଲିଲା । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୬୦ ହଜାର ୩୨୨ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୩ ଟି ଗେଟ ବାଟେ ଜଳ ନିସ୍କାସିତ ହେଉଛି । ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ବର୍ତମାନ ୬୨୨.୮୧ ଫୁଟ ରେ ପହଂଚିଛି । ଜଳ ଭଣ୍ଡାର ମଧ୍ୟକୁ ଅଧିକ ଜଳ ପ୍ରବେଶ କରୁଥିବାରୁ ଆଜି ୩ ଟି ଗେଟ ଖୋଲାଯାଇଛି । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *