Wednesday , June 23 2021
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ସଂକ୍ଷେପରେ ଖବର: ଚିତାଲାଗି ଲାଗି ନୀତି ପାଇଁ ୪ ଘଂଟା ଶ୍ରୀ ଜୀଉଙ୍କ ଦର୍ଶନ ବନ୍ଦ ରହିବ

ସଂକ୍ଷେପରେ ଖବର: ଚିତାଲାଗି ଲାଗି ନୀତି ପାଇଁ ୪ ଘଂଟା ଶ୍ରୀ ଜୀଉଙ୍କ ଦର୍ଶନ ବନ୍ଦ ରହିବ

ପୁରୀ, ୦୧/୦୮/୨୦୧୯ ( ଓଡ଼ିଶା ସମାଚାର)- ଶ୍ରୀ ମନ୍ଦିରରେ ଆଜି ଚିତାଲାଗି ନୀତି ପାଳନ କରାଯିବ । ଏହି ଉପଲକ୍ଷେ ଅପରାହ୍ନ ୨ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୪ ଘଂଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ । ଏହି ୪ ଘଂଟା ମଧ୍ୟରେ ଶ୍ରୀ ଜୀଉଙ୍କ ଚିତାଲାଗି ନୀତି ପାଳନ କରାଯିବ । ଚିତାଲାଗି ପାଳନ ପାଇଁ ଶ୍ରଦ୍ଧାଳୁ ମାନେ ଏହି ସମୟରେ ଶ୍ରୀ ଜୀଉଙ୍କୁ ଦର୍ଶନ କରିପାରିବେନାହିଁ । ଓଡ଼ିଶା ସମାଚାର

About admin

Check Also

ଭର୍ଚୁଆଲ ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳିତ

ବାଲିଗୁଡ଼ା, ୧୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବିଶ୍ଵ ମହାମାରୀ କରୋନା ପାଇଁ ରାଜ୍ୟସ୍ତରୀୟ ଲୋକକଳା ଦିବସ ଜୁମ୍ ଭିଡ଼ିଓ …

Leave a Reply

Your email address will not be published. Required fields are marked *