Thursday , June 17 2021
Breaking News
Home / ବିଶେଷ / ଷ୍ଟାଇପେଣ୍ଡ୍ ବାବଦରେ ୧୩୩୮.୬କୋଟି ଖର୍ଚ୍ଚ

ଷ୍ଟାଇପେଣ୍ଡ୍ ବାବଦରେ ୧୩୩୮.୬କୋଟି ଖର୍ଚ୍ଚ

ଭୁବନେଶ୍ୱର, ୩୦/୦୬/୨୦୧୯ (ଓଡ଼ିଶା ସମାଚାର)-ରାଜ୍ୟରେ ୨୦୧୮-୧୯ ଆର୍ଥିକ ବର୍ଷରେ ଅନୁସୂଚିତ ଜାତି ଓ ଜନଜାତି, ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ୨ ଲକ୍ଷ ୨୫ ହଜାର ୬୨୨ ଜଣ ଛାତ୍ରଛାତ୍ରୀ ଷ୍ଟାଇପେଣ୍ଡରେ ଅନ୍ତର୍ଭୁକ୍ତ ହୋଇଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି । ବିଧାୟକ ଭୂପିନ୍ଦର ସିଂଙ୍କ ଏକ ତାରକା ପ୍ରଶ୍ନର ଉତର ଦେଇ ମନ୍ତ୍ରୀ କହିଛନ୍ତି ଯେ ଷ୍ଟାଇପେଣ୍ଡରେ ମୋଟ ୧୩୩୮.୬୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏଥିରୁ ରାଜ୍ୟ ସରକାର ୮୭୦.୪୦ କୋଟି ଏବଂ କେନ୍ଦ୍ର ସରକାର ୪୬୮.୨୭ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ …

Leave a Reply

Your email address will not be published. Required fields are marked *