Monday , June 21 2021
Breaking News
Home / ବିଶେଷ / ଶ୍ରୀ ମା ବିଦ୍ୟାପୀଠ ୨୦୦୦ମସିହା ବ୍ୟାଚ୍ ର ବନ୍ଧୁ ମିଳନ

ଶ୍ରୀ ମା ବିଦ୍ୟାପୀଠ ୨୦୦୦ମସିହା ବ୍ୟାଚ୍ ର ବନ୍ଧୁ ମିଳନ

ପାରାଦୀପ,୧୧/୦୩/୨୦୨୧(ଓଡ଼ିଶା ସମାଚାର)- ପାରାଦୀପଗଡର ଶ୍ରୀ ମା ବିଦ୍ୟାପୀଠ ୨୦୦୦ମସିହା ବ୍ୟାଚ୍ର ଏକ ବନ୍ଧୁ ମିଳନ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ସ୍କୁଲର ବହୁ ଅବସର ପ୍ରାପ୍ତ ଶିକ୍ଷକ ଓ ପୂରାତନ ଛାତ୍ରଛାତ୍ରୀ ମାନେ ଯୋଗଦେଇ ପୁରୁଣା ସ୍ମୃତିକୁ ଉଜାଗର କରି ଆତ୍ମବିଭୋର ହୋଇଥିଲେ । ଏଥିରେ ଶିକ୍ଷକ ମାନଙ୍କୁ ଛାତ୍ରଛାତ୍ରୀ ମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଭାତ ବେହେରା(ଲାରା), ଭକ୍ତ ଚରଣ ନାୟକ, ପ୍ରକାଶ ମହାରଣା, ବିକ୍ରମ ମହାପାତ୍ର, ସେକ୍ ସଲିମ, ତନ୍ମୟ ମଲ୍ଲିକ, ବିଭୁତି ରଂଜନ ସେଠୀ, ରାଜଲକ୍ଷ୍ମୀ ପଣ୍ଡା ପ୍ରମୁଖ ପରିଚାଳନା କରିଥିବା ବେଳେ ଅନ୍ୟମାନେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *