Wednesday , June 16 2021
Breaking News
Home / ବିଶେଷ / ଶ୍ରୀ ମନ୍ଦିରରେ ଜନ୍ମାଷ୍ଟମୀ ଆଜି- ୫ ଘଂଟା ସାଧାରଣ ଦର୍ଶନ ବନ୍ଦ ରହିବ

ଶ୍ରୀ ମନ୍ଦିରରେ ଜନ୍ମାଷ୍ଟମୀ ଆଜି- ୫ ଘଂଟା ସାଧାରଣ ଦର୍ଶନ ବନ୍ଦ ରହିବ

ପୁରୀ,୨୩/୦୮/୨୦୧୯(ଓଡ଼ିଶା ସମାଚାର)- ଆଜି ପ୍ରଭୁ ଶ୍ରୀ କୃଷ୍ଣଙ୍କ ଜନ୍ମ ଉତ୍ସବ ଶ୍ରୀ ମନ୍ଦିରରେ ପାଳିତ ହେବ । ଏହି ଉପଲକ୍ଷେ ଶ୍ରୀ ମନ୍ଦିର ରେ ୫ ଘଂଟା ସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ ଟା ରୁ ରାତି ୧୧ ଟା ପର୍ଯ୍ୟନ୍ତ ୫ ଘଂଟା ସାଧାରଣ ଦର୍ଶନ ବନ୍ଦ ରହିବ । ସାନ୍ଧ୍ୟ ଧୂପ ନୀତି ପରେ ୬ ଟା ରୁ ରାତି ୧୧ ଟା ପର୍ଯ୍ୟନ୍ତ ଶ୍ରୀ ମନ୍ଦିର ସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟରେ ପଂଚ ମୁରୁଜରେ ଜନ୍ମ ମଣ୍ଡଳ କଟାଯାଇ ଜନ୍ମ ପୂଜା ଅନୁଷ୍ଠିତ ହେବ । ଓଡ଼ିଶା ସମାଚାର

About admin

Check Also

ଅସହାୟଙ୍କୁ ବୈଜୟନ୍ତ  ପଣ୍ଡାଙ୍କ ସହାୟତା

କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରଷୋତମପୁର ଓ ବାରୋ ପଂଚାୟତର କର୍କଟ ରୋଗରେ ଆକ୍ରାନ୍ତ ମୃତକଙ୍କ ଅସହାୟ ପରିବାରକୁ …

Leave a Reply

Your email address will not be published. Required fields are marked *