Sunday , June 20 2021
Home / ବିଶେଷ / ଶ୍ରୀଗୁରୁ ଅନନ୍ତ ଆଶ୍ରମରେ ୧୫ ତମ ବାର୍ଷିକ ଯଜ୍ଞ ଅନୁଷ୍ଠିତ

ଶ୍ରୀଗୁରୁ ଅନନ୍ତ ଆଶ୍ରମରେ ୧୫ ତମ ବାର୍ଷିକ ଯଜ୍ଞ ଅନୁଷ୍ଠିତ

ଭୁବନ,୨୭/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନ ଏନଏସି ଅନ୍ତର୍ଗତ ୪ ନମ୍ବର ୱାର୍ଡ ପାଲାମଣ୍ଡପସ୍ଥିତ ଶ୍ରୀଗୁରୁ ଅନନ୍ତ ଆଶ୍ରମ ସର୍ବୋଦୟ ସମିତି ତରଫରୁ ୧୫ ତମ ବାର୍ଷିକ ବ୍ରହ୍ମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସଭାପତି ନନ୍ଦ କିଶୋର ସାହୁ,ସଂପାଦକ କୈଳାସ ଚନ୍ଦ୍ର ରଣା ଓ ଆବାହକ ଗିରିଧାରୀ ସାହୁ ଙ୍କ ତତ୍ୱାବଧାନରେ ଯଜ୍ଞକାର୍ଯ୍ୟ ସଂପନ୍ନ ହୋଇଥିଲା । ଶତାଧିକ ଶ୍ରଦ୍ଧାଳୁ ଯଜ୍ଞରେ ସାମିଲ ହୋଇଥିଲେ ଓ ଶେଷରେ ସାମୁହିକ ପ୍ରସାଦସେବନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *