Wednesday , June 16 2021
Breaking News
Home / ବିଶେଷ / ଶୋକ ଖବର : ପୂର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଙ୍କ ଦେହାନ୍ତ

ଶୋକ ଖବର : ପୂର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଙ୍କ ଦେହାନ୍ତ

ନୂଆଦିଲୀ/ ଭୁବନେଶ୍ୱର , ୨୪/୦୮/୨୦୧୯(ଓଡ଼ିଶା ସମାଚାର)- ପୂର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଙ୍କ ଦେହାନ୍ତ ହୋଇଛି । ନୂଆଦିଲୀସ୍ଥିତ ଏମ୍ସ ରେ ଚିକିତ୍ସାଧିନ ଅବସ୍ଥାରେ ଆଜି ୧୨ ଟା ୦୭ ମିନିଟ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୧୯୫୨ ମସିହାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଜେଟଲୀ ଏକାଧାରରେ ଜଣେ ପ୍ରବୀଣ ଆଇନଜ୍ଞ ଓ ରାଜନେତା ଥିଲେ । ଗତ ଅଗଷ୍ଟ ୯ ତାରିଖରେ ସେ ଏମ୍ସ ରେ ଭର୍ତି ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ଗଲୱାନ  ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା,୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରଷ୍ଟ୍ର ନିର୍ମାଣ ଅଭିଯାନ ପକ୍ଷରୁ ଗଲଓା୍ୱନ ଘାଟିରେ ଶହୀଦ ହୋଇଥିବା ଯବାନଙ୍କୁ …

Leave a Reply

Your email address will not be published. Required fields are marked *