Friday , June 25 2021
Breaking News
Home / ବିଶେଷ / ରାମ ମନ୍ଦିର ନିର୍ମାଣ ପାଇଁ ଅର୍ଘ୍ୟ ସଂଗ୍ରହ 

ରାମ ମନ୍ଦିର ନିର୍ମାଣ ପାଇଁ ଅର୍ଘ୍ୟ ସଂଗ୍ରହ 

ରଘୁନାଥପୁର, ୧୬/୦୧/୨୦୨୧ (ଓଡ଼ିଶା ସମାଚାର)- ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ରଘୁନାଥପୁର ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଘର ଘର ବୁଲି ଅର୍ଘ୍ୟରାଶି ସଂଗ୍ରହ କରାଯାଇଥିଲା । ରଘୁନାଥପୁରର ନାରାୟଣ ଛକ, ହୁରାସାହି, ଅଯୋଧ୍ୟାପୁର, ବଡ଼ଦାଣ୍ଡ, କୁମ୍ଭାର ସାହି, ଆରାଧନା ସାହି, ହାଟବଜାର ଆଦି ଅଂଚଳରେ ବିଶ୍ୱହିନ୍ଦୁ ପରିଷଦର ଉପଦେଷ୍ଟା ବାବା ବଂଶୀଧର ଦାସ ମହାରାଜ, ମାନସରତ୍ନ ପଣ୍ଡିତ ଶ୍ରୀବତ୍ସ ଦାସ ମହାପାତ୍ର, ଜଗନ୍ନାଥ ରାଉତ, ନିର୍ମଳ ବେହେରା, ପୂର୍ଣ୍ଣଚନ୍ଦ୍ର ମହାରଣା, ମନୋରଞ୍ଜନ ସାହୁ, ଜୟନ୍ତୀ ସାହୁ, ରଶ୍ମିତା ସାହୁ, ନମ୍ରତା ଦାସ, ରିନୁ ଦାସ ପ୍ରମୁଖ ଘର ଘର ବୁଲି ସଂକୀର୍ତନ ମାଧ୍ୟମରେ ଅର୍ଘ୍ୟ ସଂଗ୍ରହ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଜଗତସିଂହପୁର ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ଜଗତସିଂହପୁର ମାଟି ର ଯୋଗ୍ୟ ସନ୍ତାନ ,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ  …

Leave a Reply

Your email address will not be published. Required fields are marked *