Wednesday , June 23 2021
Breaking News
Home / କ୍ରୀଡ଼ା / ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପାରାଦୀପ ବନ୍ଦର ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ 

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପାରାଦୀପ ବନ୍ଦର ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ 

ପାରାଦୀପ ୨୮/୦୨/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପାରାଦୀପ ବନ୍ଦର ମଧ୍ୟରେ ଗୋପବନ୍ଧୁ ଷ୍ଟାଡିୟମରେ ରବିବାର ପାରାଦୀପ ବନ୍ଦର କ୍ରୀଡା ପରିଷଦ ଦ୍ୱାରା ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଆୟୋଜିତ ହୋଇଥିଲା ।ଏହି ମ୍ୟାଚ୍ କୁ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ ଉଦଘାଟନ କରିଥିଲେ । ଗୋପବନ୍ଧୁ ଷ୍ଟାଡିୟମରେ ରବିବାର ପାରାଦୀପ ବନ୍ଦର କ୍ରୀଡା ପରିଷଦ ଦ୍ୱାରା ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଆୟୋଜିତ ହୋଇଥିଲା ।ଏହି ମ୍ୟାଚ୍ କୁ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ ଉଦଘାଟନ କରିଥିଲେ । ଗୋପବନ୍ଧୁ ଷ୍ଟାଡିୟମରେ ରବିବାର ପାରାଦୀପ ବନ୍ଦର କ୍ରୀଡା ପରିଷଦ ଦ୍ୱାରା ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଆୟୋଜିତ ହୋଇଥିଲା ।ଏହି ମ୍ୟାଚ କୁ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ ଉଦଘାଟନ କରିଥିଲେ । ସୀମିତ ୨୦ଓଭର ମ୍ୟାଚରେ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ପାରାଦୀପ ଶାଖା ପ୍ରଦୂଷଣ ବୋର୍ଡ ୧୬୨ରନ୍ ସ୍କୋର କରିଥିଲା । ଏହାର ଜବାବରେ ପାରାଦୀପ ବନ୍ଦର ୨୦ଓଭରରେ ୧୨୧ ରନ୍ ସ୍କୋର କରି ପରାଜୟ ବରଣ କରିଥିଲା । ଶେଷରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ପ୍ରଦୂଷଣ ବୋର୍ଡ କୁ ଚମ୍ପିଆନ୍ ଟ୍ରଫି ଓ ପାରାଦୀପ ବନ୍ଦର ଦଳକୁ ରନର୍ସ ଅପ୍ ଟ୍ରଫି ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ବନ୍ଦର ସ୍ପୋର୍ଟ୍ସ ଉପଦେଷ୍ଠା ରବି ଦାସ ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଯାମିନୀ ମହାନ୍ତି ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଭିଡିଓକନଫରେନ୍ସ  ଆଲୋଚନା ପରେ ପଟ୍ଟାମୁଣ୍ଡାଇ ଇଣ୍ଡୋର ଷ୍ଟାଡିୟମ ପାଇଁ ୮କୋଟି ମଞ୍ଜୁର

କେନ୍ଦ୍ରାପଡ଼ା, ୧୯/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଅଂଚଳରେ କ୍ରୀଡାର ବିକାଶ ସହ ଉଦୀୟମାନ କ୍ରୀଡାବିତ …

Leave a Reply

Your email address will not be published. Required fields are marked *